CASE NO - 23 // BLANKET AND GROCERY DISTRIBUTION IN OLD-AGE HOME // GUDU,ANANTPUR,BALESORE // (4/12/2020)

 ADDRESS

GUDU, ANANTPUR

DIST- BALESORE

PIN - 756046

NEAR BASUDEVPUR 

ସାମାଜିକ ସହାୟତା ଗୋଷ୍ଟି ଟ୍ରଷ୍ଟ ତରଫ ରୁ ଭଦ୍ରକ ସ୍ତିତ ଅନନ୍ତପୁର ଗୁଡ଼ୁ  ରେ ଥିବା ଶିବମୁନି ସେବା ସଂଗଠନ ଦ୍ୱାରା ନିର୍ମିତ  ନିରାଶ୍ରୟାଶ୍ରମ ବୃଦ୍ଧା ଆଶ୍ରମ ରେ ଆଜି କମ୍ବଳ ଏବଂ ଘରୋଇ ରୋଷେଇ ସାମଗ୍ରୀ ବଣ୍ଟନ କରା ଯାଇଥିଲା. ଏହି କାର୍ଯ୍ୟ ରେ ସଂଗଠନ ର   କର୍ମ କର୍ତା ମାନେ ଯୋଗ ଦେଇ କାର୍ଯ୍ୟ କୁ ସଫଳ କରିଥିଲେ . ଏହି କାର୍ଯ୍ୟ ରେ ଯୋଗ  ଦେଇଥିବା ସଦସ୍ୟ  Vice prseident - ସାଇ ବାଦଲ.,  ଏବଂ ସହଯୋଗୀ ଶୀପନ କୁମାର ବାରିକ, ଗୁଗୁଲ ଏବଂ ସହ କର୍ମୀ ମାନଙ୍କୁ ସଂଗଠନ ର ମୁଖ୍ୟ ମାନସ କୁମାର ବାରିକ ଏବଂ ଶ୍ଵେତା ରାଉଳ  ଧନ୍ୟବାଦ ଜଣେଇଛନ୍ତି.





















Comments